New Solution Emerges With Vermi Compost Unit Which Will Stop Forest Fire | Kantamala

ଜିଆ_ରୋକିବ_ଜଙ୍ଗଲ_ନିଆଁ ହୁ ହୁ ହେଇ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ଯୁଆଡ଼େ ଦେଖିବେ ସିଆଡ଼େ ଜଳୁଛି ଜଙ୍ଗଲ। ହେଲେ ଜଳୁଥିବା ଜଙ୍ଗଲ ନିଆଁକୁ ରୋକିବାକୁ ନୂଆ ଉପାୟ ବାହାର କରିଛି ବନ ବିଭାଗ। ଭର୍ମି କମ୍ପୋଷ୍ଟ ୟୁନିଟ୍ କରି ଚାଷ ହେଉଛି ଜିଆ।